ଆପ୍ରେଣ୍ଟିସିପ୍‌ ତାଲିମ

ଆଇ.ଟି.ଆଇ. ରୁ ପାସ୍‌ କରିସାରିଲା ପରେ ପ୍ରଶିକ୍ଷାର୍ଥୀମାନେ ଆପ୍ରେଣ୍ଟିସିପ୍‌ ପାଇଁ ଆପ୍ରେଣ୍ଟିସିପ୍‌ ପୋର୍ଟାଲ୍‌ www.apprenticeship.gov.in. ରେ ପଞ୍ଜୀକରଣ କରିଥାଆନ୍ତି| ସେମାନଙ୍କର ପାଠ୍ୟକ୍ରମର ଆବଶ୍ୟକତା ଅନୁସାରେ ସେମାନେ ଭିନ୍ନ ଭିନ୍ନ କ୍ଷେତ୍ରରେ ଆପ୍ରେଣ୍ଟିସିପ୍‌ ପାଇଁ ଆବେଦନ କରି ପାରିବେ | ଏହି ସମୟରେ ସେମାନେ ଷ୍ଟାଇପେଣ୍ଡ ପାଇଥାଆନ୍ତି | ଏହାଦ୍ୱାରା ସେମାନେ ଅଧିକ ଦକ୍ଷ ହୋଇପାରିଥାଆନ୍ତି |

Type in
Details available only for Indian languages
Settings
Help
Indian language typing help
View Detailed Help