ଆମର ଲକ୍ଷ୍ୟ

ତକତପୁର ଆଇ.ଟି.ଆଇ ରେ ଆମେ ଆମର ସମର୍ପିତ କର୍ମଚାରୀଙ୍କ ମାଧ୍ୟମରେ ଭବିଷ୍ୟାନୁକୁଳୀ ଶିଳ୍ପକାରଙ୍କ ପ୍ରଶିକ୍ଷଣ ତଥା ସେମାନଙ୍କ ମଧ୍ୟରେ ଉଚ୍ଚ ଅନୁଶାସନ ସ୍ଥାପନ କରିବା ଲାଗି ସଦା ଚେଷ୍ଟିତ ଏବଂ ସେମାନଙ୍କୁ ନୂଆ ଚିନ୍ତା, ନୂଆ ଆବିଷ୍କାର କରିବା ପାଇଁ ପ୍ରେରଣା ଦେଇଥାଉ, ଯଦ୍ଦ୍ୱାରା ସେମାନେ ବିଶ୍ୱସ୍ତରୀୟ ଯୋଗ୍ୟତା ହାସଲ ପୂର୍ବକ ନୈତିକରୂପେ ଶୃଙ୍ଖଳିତ ହୋଇପାରିବେ ଏବଂ ପରବର୍ତ୍ତୀ ସମୟରେ ମାନବ ଜାତିର ଜୀବନ ଶୈଳୀରେ ଉନ୍ନତି ଆଣିବାରେ ସଫଳ ହୋଇପାରିବେ |

Type in
Details available only for Indian languages
Settings
Help
Indian language typing help
View Detailed Help