ଅନୁଷ୍ଠାନର ଇତିହାସ

ସନ୍‌ ୧୫ ଅକ୍ଟୋବର ୧୯୫୭ ରେ ତତ୍କାଳୀନ ମନ୍ତ୍ରୀ, ଆଦିବାସୀ ଓ ଗ୍ରାମ୍ୟ ଉନ୍ନୟନ ତଥା ବାଣିଜ୍ୟ, ଓଡିଶା ସରକାରଙ୍କ ଦ୍ୱାରା ଟି.ଟି.ଆଇ, ତକତପୁର ଟି ଆଦିବାସୀ ବହୁଳ ମୟୂରଭଂଜ ଜିଲ୍ଲାରେ ଅଲ୍ପ କେତେଗୁଡିଏ ବିଭାଗ ସହିତ କାର୍ଯ୍ୟାରମ୍ଭ କରିଥିଲା ଯାହାକି ପରେ DTET, ଓଡିଶା ତଥା ଉଦ୍ୟୋଗ ବିଭାଗ, ଓଡିଶା ସରକାରଙ୍କ ଦ୍ୱାରା ନିୟନ୍ତ୍ରିତ ହେଲା | କାଳକ୍ରମେ ଔଦ୍ୟୋଗିକ ବିକାଶ ତଥା ସାର୍ବଭୌମିକତା ଯୋଗୁଁ ସରକାରଙ୍କ ଦ୍ୱାରା ଏହି ଅନୁଷ୍ଠାନଟିରେ ଭିନ୍ନ ଭିନ୍ନ ବିଭାଗ ଖୋଲାହେଲା |ବର୍ତ୍ତମାନ ଏହି ଅନୁଷ୍ଠାନରେ “ଭାଗିଦାରୀରେ ପ୍ରଗତି” ଶୈଳୀରେ ୧୪ଟି ଭିନ୍ନ ଭିନ୍ନ ବିଭାଗ ତଥା ୨୨ ଟି ଶ୍ରେଣୀରେ ତାଲିମ ପ୍ରଦାନ କରାଯାଉଛି |

Type in
Details available only for Indian languages
Settings
Help
Indian language typing help
View Detailed Help