ଆମର ଅଭିଯାନ
  • ଗୁଣଯୁକ୍ତ କୌଶଳସମୂହ ସାହାଯ୍ୟରେ ପୂର୍ଣ୍ଣାଙ୍ଗ ସମୃଦ୍ଧି ପ୍ରାପ୍ତ କରିବା,
  • ଛାତ୍ର/ଛାତ୍ରୀଙ୍କୁ ନିଜ ନିଜର କୌଶଳକୁ ଚିହ୍ନିବା ଲାଗି ସଶକ୍ତ କରିବା ଓ ଏକ ସମର୍ପୀତ ଶିକ୍ଷକ ସମୂହ ତଥା ଏକ ଉପଯୁକ୍ତ ଯନ୍ତ୍ରପାତିଯୁକ୍ତ ପରିବେଶ ମାଧ୍ୟମରେ ଏଥିରେ କ୍ରମାଗତ ବିକାଶ କରେଇବା,
  • ପାରସ୍ପରିକ ଲାଭଦାୟୀ ତଥା ଗଠନମୂଳକ କଥାବାର୍ତ୍ତା ମାଧ୍ୟମରେ ଉଦ୍ୟୋଗ-ଅନୁଷ୍ଠାନ ମଧ୍ୟରେ ଥିବା ସମ୍ପର୍କରେ ଉନ୍ନତି କରି ପରସ୍ପରର ପ୍ରଗତିରେ ସାମିଲ ହେବା,
  • ଛାତ୍ରଛାତ୍ରୀଙ୍କ ମଧ୍ୟରେ ସମୟାନୁବର୍ତ୍ତିତା, ନୈତିକତା, ସୃଜନମୂଳକ ତଥା ସକାରାତ୍ମକ ଚିନ୍ତାଧାରା ତଥା ଉତ୍ତମ ନାଗରିକତା ର ଭାବ ସୃଷ୍ଟି କରେଇବା,
  • ଛାତ୍ରଛାତ୍ରୀଙ୍କୁ ତାଙ୍କର ଦକ୍ଷତାବୃଦ୍ଧିରେ ସାହାଯ୍ୟ କରିବା, ଯେପରିକି ସେମାନେ ଅନ୍ତରାଷ୍ଟ୍ରୀୟ ସ୍ତରରେ ଆତ୍ମବିଶ୍ୱାସର ସହ ପ୍ରତିଯୋଗିତା କରିବା ପୂର୍ବକ ଦେଶ ଜାତି ଓ ଏହି ମାନବ ସଭ୍ୟତା ପାଇଁ ଏକ ଉପଯୁକ୍ତ ସମ୍ବଳ ଭାବେ ନିଜକୁ ପ୍ରତିପାଦିତ କରିପାରିବେ |
Type in
Details available only for Indian languages
Settings
Help
Indian language typing help
View Detailed Help