ଫଳାଫଳ
ଡାଉନ୍ଲୋଡ୍
T
T
A-
A
A+
ବ୍ୟବହାର ନିୟମାବଳୀ
ବ୍ୟକ୍ତିଗତ ସୂଚନା ସମ୍ପର୍କିତ ନୀତି
English
ଆମ ବିଷୟରେ
ଆମ ଅନୁଷ୍ଠାନ
ଅନୁଷ୍ଠାନର ଇତିହାସ
ଆମର ଅଭିଯାନ
ଆମର ଲକ୍ଷ୍ୟ
ଆମ ଅଧ୍ୟକ୍ଷ
ଏଡ୍ମିଶନ୍
ଏଡ୍ମିଶନ ପାଇଁ ନିୟମାବଳୀ
ଚଳିତ ଏଡ୍ମିଶନ୍ ବିବରଣୀ
ଏକାଡେମିକ୍ କ୍ୟାଲେଣ୍ଡର୍
ସମୟ ସାରଣୀ
ବୃତ୍ତୀ ତଥା ଭତ୍ତା
ନିୟମାବଳୀ
ପାଠ୍ୟକ୍ରମ
NCVT ଦ୍ୱାରା ଅନୁମୋଦିତ ପାଠ୍ୟକ୍ରମ
SCTEVT ଦ୍ୱାରା ଅନୁମୋଦିତ ପାଠ୍ୟକ୍ରମ
କର୍ମଚାରୀସମୂହ
ପ୍ରଶାସନିକ କର୍ମଚାରୀ
ବୈଷୟିକ କର୍ମଚାରୀ
ଭିତ୍ତିଭୂମୀ
କୋଠାବାଡି ତଥା କର୍ମଶାଳା
ହଷ୍ଟେଲ ଓ ପାଠାଗାର
ବିଦ୍ୟୁତ ଯୋଗାଣ
ଉପକରଣ ଓ ସରଞ୍ଜାମ
ଛାତ୍ରଛାତ୍ରୀଙ୍କ ପାଇଁ
ପ୍ରଶିକ୍ଷାର୍ଥୀଙ୍କ ବିବରଣୀ
ଉପସ୍ଥାନ
ପ୍ରଗତି ଚାର୍ଟ
ବିଦ୍ୟୁତ୍ ଶକ୍ତି ଉପଚୟ
କଞ୍ଚାମାଲ ଉପଚୟ
ରକ୍ଷଣାବେକ୍ଷଣ ଖର୍ଚ୍ଚ
ପ୍ରମାଣପତ୍ର
ନିଯୁକ୍ତି
ଆପ୍ରେଣ୍ଟିସିପ୍ ତାଲିମ
ଖେଳକୁଦ
ପୁରୁଣା ଛାତ୍ର-ଛାତ୍ରୀ
ନିତିଦିନିଆ ଛାତ୍ର-ଛାତ୍ରୀ ଗତିବିଧି
ଗ୍ୟାଲେରୀ
ସୂଚନା କେନ୍ଦ୍ର
କ୍ୟାମ୍ପସ୍ ସମାଚାର
ଏଡ୍ମିଶନ ସମାଚାର
ଆପ୍ରେଣ୍ଟିସିପ୍ ସମାଚାର
ଟେଣ୍ଡର୍/କୋଟେସନ୍ ସମାଚାର
ଯୋଗାଯୋଗ
Open Menu
ମୂଖ୍ୟ ପୃଷ୍ଠା
ମୂଖ୍ୟ ପୃଷ୍ଠା
ଆମ ବିଷୟରେ
ଆମ ଅନୁଷ୍ଠାନ
ଅନୁଷ୍ଠାନର ଇତିହାସ
ଆମର ଅଭିଯାନ
ଆମର ଲକ୍ଷ୍ୟ
ଆମ ଅଧ୍ୟକ୍ଷ
ଏଡ୍ମିଶନ୍
ଏଡ୍ମିଶନ ପାଇଁ ନିୟମାବଳୀ
ଚଳିତ ଏଡ୍ମିଶନ୍ ବିବରଣୀ
ଏକାଡେମିକ୍ କ୍ୟାଲେଣ୍ଡର୍
ସମୟ ସାରଣୀ
ବୃତ୍ତୀ ତଥା ଭତ୍ତା
ନିୟମାବଳୀ
ପାଠ୍ୟକ୍ରମ
NCVT ଦ୍ୱାରା ଅନୁମୋଦିତ ପାଠ୍ୟକ୍ରମ
SCTEVT ଦ୍ୱାରା ଅନୁମୋଦିତ ପାଠ୍ୟକ୍ରମ
କର୍ମଚାରୀସମୂହ
ପ୍ରଶାସନିକ କର୍ମଚାରୀ
ବୈଷୟିକ କର୍ମଚାରୀ
ଭିତ୍ତିଭୂମୀ
କୋଠାବାଡି ତଥା କର୍ମଶାଳା
ହଷ୍ଟେଲ ଓ ପାଠାଗାର
ବିଦ୍ୟୁତ ଯୋଗାଣ
ଉପକରଣ ଓ ସରଞ୍ଜାମ
ଛାତ୍ରଛାତ୍ରୀଙ୍କ ପାଇଁ
ପ୍ରଶିକ୍ଷାର୍ଥୀଙ୍କ ବିବରଣୀ
ଉପସ୍ଥାନ
ପ୍ରଗତି ଚାର୍ଟ
ବିଦ୍ୟୁତ୍ ଶକ୍ତି ଉପଚୟ
କଞ୍ଚାମାଲ ଉପଚୟ
ରକ୍ଷଣାବେକ୍ଷଣ ଖର୍ଚ୍ଚ
ପ୍ରମାଣପତ୍ର
ନିଯୁକ୍ତି
ଆପ୍ରେଣ୍ଟିସିପ୍ ତାଲିମ
ଖେଳକୁଦ
ପୁରୁଣା ଛାତ୍ର-ଛାତ୍ରୀ
ନିତିଦିନିଆ ଛାତ୍ର-ଛାତ୍ରୀ ଗତିବିଧି
ଗ୍ୟାଲେରୀ
ସୂଚନା କେନ୍ଦ୍ର
କ୍ୟାମ୍ପସ୍ ସମାଚାର
ଏଡ୍ମିଶନ ସମାଚାର
ଆପ୍ରେଣ୍ଟିସିପ୍ ସମାଚାର
ଟେଣ୍ଡର୍/କୋଟେସନ୍ ସମାଚାର
ଯୋଗାଯୋଗ
ନିୟମାବଳୀ
ଅନୁଷ୍ଠାନ ମଧ୍ୟସ୍ଥ ନିୟମାବଳୀ
ବିନା ପ୍ରାକ୍ ସୂଚନାରେ କୌଣସି ପ୍ରଶିକ୍ଷାର୍ଥୀ ୧୦ରୁ ଅଧିକ ଉପସ୍ଥାନରେ ଅନୁପସ୍ଥିତ ରହିଲେ ତାର ପଞ୍ଜୀକରଣ ବାତିଲ କରିଦିଆଯିବ |
ଅନୁଷ୍ଠାନ ତରଫରୁ ନିର୍ଦ୍ଧାରିତ ହୋଇଥିବା ସମସ୍ତ ନିୟମାବଳୀକୁ ସମସ୍ତ ପ୍ରଶିକ୍ଷାର୍ଥୀ ମାନିବା ଅନିବାର୍ଯ୍ୟ |
କେବଳ ନିର୍ଦ୍ଧାରିତ ହୋଇଥିବା ୟୁନିଫର୍ମରେ ହିଁ ସମସ୍ତ ପ୍ରଶିକ୍ଷାର୍ଥୀ ଅନୁଷ୍ଠାନକୁ ଆସିବା ଅନିବାର୍ଯ୍ୟ |
ପ୍ରଶିକ୍ଷାର୍ଥୀମାନେ ଶୃଙ୍ଖଳିତ ରହିବା ଜରୁରୀ |
ପ୍ରଶିକ୍ଷାର୍ଥୀମାନେ ଉତ୍ତମ ଆଚରଣ ସମ୍ପନ୍ନ ହେବା ଜରୁରୀ |
ପ୍ରଶିକ୍ଷାର୍ଥୀମାନେ ସମୟାନୁବର୍ତ୍ତୀ ତଥା ନିୟମିତ ଉପସ୍ଥାନ ସମ୍ପନ୍ନ ହେବା ଜରୁରୀ |
୮୦% ରୁ କମ୍ ଉପସ୍ଥାନ ରହିଥିବା ପ୍ରଶିକ୍ଷାର୍ଥୀଙ୍କୁ କୌଣସି ହେଲେ ପରିସ୍ଥିତିରେ ଅନ୍ତିମ ପରୀକ୍ଷାରେ ପ୍ରବେଶ ମିଳିପାରିବ ନାହିଁ |
ଛୁଟି ଚାହୁଁଥିଲେ ପ୍ରଶିକ୍ଷାର୍ଥୀ ଦରଖାସ୍ତ ଦେବା ଅନିବାର୍ଯ୍ୟ |
ଥରେ ଦେଇଥିବା ଫିସ୍ କୌଣସି ପରିସ୍ଥିତିରେ ଫେରାଯାଇପାରିବ ନାହିଁ |
ଅନ୍ତିମ ପରୀକ୍ଷାର ଫର୍ମ ପୂରଣ କରିବା ଆଗରୁ ପ୍ରଶିକ୍ଷାର୍ଥୀଙ୍କୁ ତାଙ୍କର ସମସ୍ତ ପୁରୁଣା ଦେୟ ପୈଠ କରିବାକୁ ହେବ |
ପ୍ରାକ୍ଟିକାଲ୍ ପରୀକ୍ଷା ଲାଗି ସମସ୍ତ ଉପକରଣ ଓ ସରଞ୍ଜାମ ଅନୁଷ୍ଠାନ ତରଫରୁ ଯୋଗାଇ ଦିଆଯିବ |
କର୍ମଶାଳାରେ କୌଣସି ସମସ୍ୟା ଉପୁଜିଲେ ନିଜେ ତାର ସମାଧାନ ପାଇଁ ଅଗଭର ନ ହୋଇ କର୍ମଚାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ଉଚିତ |
ଅନୁଷ୍ଠାନ ମଧ୍ୟରେ କୌଣସି ଅନୈତିକ କାର୍ଯ୍ୟରେ ଲିପ୍ତ ଥିବାର ଜଣା ପଡିଲେ ସଂପୃକ୍ତ ପ୍ରଶିକ୍ଷାର୍ଥୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ |
ଅନୁଷ୍ଠାନର କୌଣସି ବି ସମ୍ପତ୍ତି ରେ କିଛି ବିଲୁପ୍ତି ଦେଖାଦେଲେ ସଂପୃକ୍ତ ପ୍ରଶିକ୍ଷାର୍ଥୀଙ୍କ ଠାରୁ ତାହାର ଦେୟ ଗ୍ରହଣ କରାଯିବ |
ଛାତ୍ରାବାସ ର ନିୟମାବଳୀ
ଛାତ୍ରାବାସରେ ବସବାସ ସମୟରେ ଅନ୍ତେବାସୀମାନେ ଶୃଙ୍ଖଳିତ ଆଚରଣ କରିବା ଉଚିତ |
ଅନ୍ତେବାସୀମାନେ ଉଚ୍ଚମାନର ସ୍ୱଚ୍ଛତା ଅବଲମ୍ବନ କରିବା ଉଚିତ ତଥା କାନ୍ଥ, କବାଟ, ଝରକାକୁ ଅପରିଷ୍କାର କରିବା ଅନୁଚିତ |
ଛାତ୍ରାବାସର ଛାତର ପାରାପେଟ ରେ ଅନ୍ତେବାସୀମାନେ ବସିବା ଅନୁଚିତ |
ନିଜ ଜିନିଷକୁ ଅନ୍ତେବାସୀ ନିଜ ହେପାଜତ ରେ ରଖିବା ଉଚିତ, କୌଣସି ପ୍ରକାରର ଚୋରି ବା ବିଲୁପ୍ତି ଲାଗି କର୍ତ୍ତୃପକ୍ଷ ଉତ୍ତରଦାୟୀ ରହିବେ ନାହିଁ |
ବୈଦ୍ୟୁତିକ ଇସ୍ତ୍ରୀ କିମ୍ବା ଅଧିକ ଲାଇଟ ଲଗାଇ ବିଦ୍ୟୁତ ଶକ୍ତିର ଅପଚୟ କରିବା ଅନୁଚିତ |
ଅନୁଷ୍ଠାନରେ ପଢା ସମୟ ବ୍ୟତିତ ଅନ୍ୟ ସମୟରେ ବାହାରକୁ ଯିବାକୁ ଚାହୁଁଥିଲେ ଛାତ୍ରାବାସର ଅଧୀକ୍ଷକଙ୍କ ଲିଖିତ ଅନୁମତି ଗ୍ରହଣ କରି ହିଁ ଅନ୍ତେବାସୀ ବାହାରକୁ ଯାଇପାରିବେ| ଅଭିଭାବକଙ୍କ ହସ୍ତାକ୍ଷର ବିନା କେବଳ ଛୁଟି ଦରଖାସ୍ତ ଦେଇ ଅନ୍ତେବାସୀ ଛାତ୍ରାବାସରୁ ବାହାରି ଯାଇ ପାରିବେ ନାହିଁ |
ସଂଧ୍ୟା ୭ ରୁ ସଂଧ୍ୟା ୯:୩୦ ପର୍ଯ୍ୟନ୍ତ ଥିବା ପଢା ସମୟରେ ଅନ୍ତେବାସୀ ନିଜ କକ୍ଷ ଭିତରେ ଉପସ୍ଥିତ ରହିବା ଜରୁରୀ |
ନିଜର ପୁରୁଣା ମେସ୍ ଭଡାକୁ ଅନ୍ତେବାସୀ ଚଳିତ ମାସର ୧୦ତାରିଖ ସୁଦ୍ଧା ପୈଠ ନ କରିଲେ ପରବର୍ତ୍ତୀ ଦିନଠାରୁ ତାଙ୍କର ଖାଇବା ସୁବିଧା କୁ ରଦ୍ଦ କରି ଦିଆଯିବ |
ଛାତ୍ରାବାସ ଅଧୀକ୍ଷକଙ୍କ ଲିଖିତ ଅନୁମତି ମିଳିଲା ପରେ ଯାଇ ଆବଶ୍ୟକ ପଡିଲେ ଅନ୍ତେବାସୀ କେବଳ ଜଣେ ମହିଳା ଅତିଥୀଙ୍କୁ କେବଳ ଗୋଟିଏ ବା ଦୁଇ ଦିନ ପର୍ଯ୍ୟନ୍ତ ନିଜ ରୁମ୍ ରେ ରଖି ପାରିବେ |
ଛାତ୍ରାବାସ ଅଧୀକ୍ଷକଙ୍କ ଅନୁମତି ସହିତ କର୍ତ୍ତୃପକ୍ଷଙ୍କ ଦ୍ୱାରା ନିର୍ଦ୍ଧାରିତ ହୋଇଥିବା ସମୟସୀମା ମଧ୍ୟରେ ହିଁ ଅନ୍ତେବାସୀଙ୍କୁ ତାଙ୍କ ଅଭିଭାବକଙ୍କ ସହିତ ହିଁ ବଜାର ଯିବାର ଅନୁମତି ରହିଛି | କର୍ତ୍ତୃପକ୍ଷଙ୍କ ବିନା ଅନୁମତି ରେ ଅନ୍ତେବାସୀଙ୍କୁ ଅନୁଷ୍ଠାନ ପରିସର ବାହାରକୁ ଯିବାର ଅନୁମତି ମିଳି ପାରିବ ନାହିଁ |
ଛାତ୍ରାବାସ ଭିତରେ କୌଣସି ପ୍ରକାରର କ୍ରୀଡା, ସଙ୍ଗୀତ ବାଦ୍ୟ ଯନ୍ତ୍ର ଆଦିର ପ୍ରୟୋଗ ସର୍ବଦା ବର୍ଜ୍ଜନୀୟ |
ନିୟମ ମୁତାବକ କୌଣସି ପ୍ରକାରର ପରିସ୍ଥିତିରେ ମଧ୍ୟ ଅନ୍ତେବାସୀମାନେ ମୋବାଇଲ୍ ଫୋନ୍ ର ବ୍ୟବହାର କରିବା ମନା |
ଦରଖାସ୍ତ ଫର୍ମରେ ଉଲ୍ଲେଖ ଥିବା ଅଭିଭାବଙ୍କ ସହିତ ହିଁ ରବିବାର ଅପରାହ୍ଣ ୪ ରୁ ସଂଧ୍ୟା ୬ ମଧ୍ୟରେ ହିଁ ଅନ୍ତେବାସୀ ସେହି ଅଭିଭାବକଙ୍କ ସହିତ ସାକ୍ଷାତ କରି ପାରିବେ |
ତାଲିମ ସମୟରେ ଅନୁଷ୍ଠାନ ବହିର୍ଭୂତ ଅନ୍ୟ କୌଣସି ପାଠ୍ୟକ୍ରମରେ ଅନ୍ତେବାସୀ ଏଡ୍ମିଶନ ନେବା ସର୍ବଦା ବର୍ଜ୍ଜନୀୟ |
ଉଦ୍ୟୋଗମାନଙ୍କ ସହିତ ବୁଝାମଣା
ଯୋଜନାସମୂହ
ପାଠ୍ୟକ୍ରମ ବହିଃର୍ଭୂତ ଗତିବିଧି
ଆମ ଛାତ୍ରଛାତ୍ରୀଙ୍କ କୃତିତ୍ୱ
ଛାତ୍ରଛାତ୍ରୀଙ୍କ ମଙ୍ଗଳାର୍ଥେ
ଫୋଟୋ ଗେଲେରୀ
ଅନୁସନ୍ଧାନ
ଯୋଗାଯୋଗ
ଅନୁଷ୍ଠାନର ମାନଚିତ୍ର
ଡାଉନ୍ଲୋଡ୍
Type in
Odia
English
Powered By
PramukhIME
Details available only for Indian languages
Settings
Digit In English (for all languages)
Advanced Typing Rule
Panchamakshar
Anusvar
Help
View Detailed Help