କ୍ରମିକ# | ପାଠ୍ୟକ୍ରମ | ଅନୁମୋଦିତ ସ୍ଥାନ ସଂଖ୍ୟା | ଏଡ୍ମିଶନ ସଂଖ୍ୟା | ଖାଲି ଥିବା ସ୍ଥାନ ସଂଖ୍ୟା |
---|---|---|---|---|
୧ | ବଢେଇ/ ଅଣ ମାଟ୍ରିକ / ୧ ବର୍ଷ | ୫୨ | ୫୨ | ୦ |
୨ | କମ୍ପ୍ୟୁଟର ହାର୍ଡୱୟାର ଆଣ୍ଡ ନେଟୱର୍କିଙ୍ଗ/ ମାଟ୍ରିକ/ ୧ ବର୍ଷ | ୨୬ | ୨୦ | ୬ |
୩ | ଡ୍ରଗଟ୍ସମ୍ୟାନ (ସିଭିଲ)/ ମାଟ୍ରିକ/ ୨ ବର୍ଷ | ୫୨ | ୩୫ | ୧୭ |
୪ | ବିଦ୍ୟୁତ ଯନ୍ତ୍ରୀ/ ମାଟ୍ରିକ/ ୨ ବର୍ଷ | ୧୦୫ | ୧୦୪ | ୧ |
୫ | ଇଲେକ୍ଟ୍ରୋନିକ ମେକାନିକ/ ମାଟ୍ରିକ/ ୨ ବର୍ଷ | ୫୨ | ୫୧ | ୧ |
୬ | ଫିଟର୍/ ମାଟ୍ରିକ/ ୨ ବର୍ଷ | ୬୩ | ୬୩ | ୦ |
୭ | ଯନ୍ତ୍ର ନିର୍ମାତା/ ମାଟ୍ରିକ/ ୨ ବର୍ଷ | ୩୨ | ୩୨ | ୦ |
୮ | କଞ୍ଜୁମର ଇଲେକ୍ଟ୍ରୋନିକ୍ସ ମେକାନିକ/ ମାଟ୍ରିକ/ ୨ ବର୍ଷ | ୨୬ | ୦ | ୨୬ |
୯ | ମେସିନ ଯନ୍ତ୍ରପାତି ରକ୍ଷଣାବେକ୍ଷଣ ଯନ୍ତ୍ରୀ/ ମାଟ୍ରିକ/ ୨ ବର୍ଷ | ୨୧ | ୨୧ | ୦ |
୧୦ | ମୋଟର ଗାଡି ମେକାନିକ/ ମାଟ୍ରିକ/ ୨ ବର୍ଷ | ୪୨ | ୪୨ | ୦ |
୧୧ | ଚିତ୍ରକର (ସାଧାରଣ)/ ଅଣମାଟ୍ରିକ/ ୨ ବର୍ଷ | ୪୨ | ୪୨ | ୦ |
୧୨ | ସିଟ ମେଟାଲ କର୍ମଚାରୀ/ ଅଣମାଟ୍ରିକ/ ୧ ବର୍ଷ | ୬୩ | ୬୨ | ୧ |
୧୩ | ସାଙ୍କେତିକ ଲେଖକ ଓ ସଚିବସ୍ତରୀୟ ସହାୟକ(ଇଂରାଜୀ)/ ମାଟ୍ରିକ/ ୧ ବର୍ଷ | ୨୬ | ୨୬ | ୦ |
୧୪ | ଟର୍ଣ୍ଣର/ ମାଟ୍ରିକ/ ୨ ବର୍ଷ | ୩୨ | ୩୨ | ୦ |
୧୫ | ଝଳେଇ ମିସ୍ତ୍ରୀ/ ଅଣ ମାଟ୍ରିକ/ ୧ ବର୍ଷ | ୬୩ | ୬୩ | ୦ |
୧୬ | ୱୟାରମ୍ୟାନ/ ଅଣ ମାଟ୍ରିକ/ ୨ ବର୍ଷ | ୪୨ | ୪୧ | ୧ |
ସମୁଦାୟ | ୭୩୯ | ୬୮୬ | ୫୩ |